ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର: ଆଇ ଏ ଏସ୍ ଅଧିକାରୀ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଅରିନ୍ଦମ ଡାକୁଆଙ୍କ ସ୍ଥାନ ନେଲେ ମନୋଜ ସାହୁ। କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ଆଇ ଏ ଏସ୍ ଅଫିସର ମନୋଜ। ୩ ବର୍ଷ ପାଇଁ ଓଡ଼ିଶାକୁ ଡେପୁଟେସନରେ ଆସିଛନ୍ତି ମନୋଜ। ୨୦୦୬ ବ୍ୟାଚ୍ର ଆଇ ଏ ଏସସ୍ ଅଫିସର ମନୋଜ। ମନୋଜଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦାରେ।