ଜାନୁଆରୀ ୧୨ ରୁ ୧୫ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରତ୍ନ ଭଣ୍ଡାର ମରାମତି

Jan 10, 2025 - 21:05
 5

ପୁରୀ: ଜାନୁଆରୀ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି କାମ। ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ସ୍ଥଗିତ ରହିଲା ମରାମତି କାର୍ଯ୍ୟ। ଆସନ୍ତା ୧୬ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ ମରାମତି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ଶ୍ରୀମନ୍ଦିର ପ୍ରଶାସନ।