୧୯୯୪ ବ୍ୟାଚ ବନ୍ଧୁ ମିଳନ

Jan 10, 2025 - 21:07
 117
୧୯୯୪ ବ୍ୟାଚ ବନ୍ଧୁ ମିଳନ

ବାଲିପାଟଣାସ୍ଥିତ ଶ୍ରୀ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ର ୧୯୯୪ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସର ଆମ୍ବ ତୋଟା ରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ତିରିଶି ବର୍ଷ ପରେ ସାଙ୍ଗମାନେ ଏକାଠି ହୋଇ ସ୍କୁଲ ବେଳର ସ୍ମୁତି କୁ ମନେ ପକେଇବା ସହ ବର୍ତ୍ତମାନ ର ସୁଖଦୁଃଖ କୁ ବାଣ୍ଟିଥିଲେ। ପରେ ପରେ ଦିବଂଗତ ଗୁରୁ ଓ ସହପାଠୀ ଙ୍କୁ ମନେପକାଇ ଏକମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବକୁ ସଫଳ କରାଇଥିବାରୁ ବବି ତ୍ରିପାଠୀ, ଇକବାଲ ଖାଁ,ସୁଶିଲ ବେହେରା, କାଳିଆ ଦାସ, ଇମତିୟାଜ ଖାଁ, ଶିବୁନା ମିଶ୍ର ଆଦି ସାଙ୍ଗମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।