ମହିଳାଙ୍କୁ ଦଳିଦେଲା ଦନ୍ତା

Mar 18, 2025 - 19:32
 43
ମହିଳାଙ୍କୁ ଦଳିଦେଲା ଦନ୍ତା

ଦେବଗଡ଼: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଦେବଗଡ଼ ଜିଲ୍ଲା ତିଳେଇପଶି ଗୁରୁରାସାହିରେ ଘଟିଛି ଏହି ଅଘଟଣ। ଅଳ୍ପକେ ବର୍ତ୍ତିଲେ ସ୍ଵାମୀ ଓ ଦୁଇ ପୁଅ। ଘରେ ପଶି ମହିଲାଙ୍କୁ ଟାଣି ଆଣି ଦଳିଦେଲା ଦନ୍ତା।