ଜଳୁଛି ଶୁଳିଆ ପାହାଡ଼
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜ ଧରାକୋଟ ବିଟ୍ ଶୁଳିଆ ପାହାଡ଼ରେ ନିଆଁ ଲାଗିଥିବା ସୂଚନା। ଜଙ୍ଗଲ ନିଆଁ ଯୋଗୁଁ ଆଖପାଖ ଗାଁରେ ଧୂଆଁମୟ ପରିବେଶ ଦେଖା ଦେଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି।
fingerprint news b... Feb 21, 2025 145
fingerprint news b... Nov 20, 2024 115
fingerprint news b... Oct 5, 2024 119
fingerprint news b... Mar 13, 2025 112
fingerprint news b... Jan 10, 2025 113
Join our subscribers list to get the latest news, updates and special offers directly in your inbox
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜ ଧରାକୋଟ ବିଟ୍ ଶୁଳିଆ ପାହାଡ଼ରେ ନିଆଁ ଲାଗିଥିବା ସୂଚନା। ଜଙ୍ଗଲ ନିଆଁ ଯୋଗୁଁ ଆଖପାଖ ଗାଁରେ ଧୂଆଁମୟ ପରିବେଶ ଦେଖା ଦେଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି।
fingerprint news b... Dec 24, 2024 42