ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରେଙ୍ଗାଲି- ସୁଦର୍ଶନ ହରିପାଲ ରାଉରକେଲା- ସାରଦା ନାୟକ ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ କେନ୍ଦୁଝର- ମୀନା ମାଝୀ ରାଇରଙ୍ଗପୁର- ରାଇସିନ୍ ମୁର୍ମୁ ବାଲେଶ୍ୱର- ସ୍ୱରୂପ ଦାସ ବାରବାଟୀ କଟକ- ପ୍ରକାଶ ବେହେରା ସାଲେପୁର- ପ୍ରଶାନ୍ତ ବେହେରା ଜୟଦେବ- ନବକିଶୋର ମଲ୍ଲିକ