ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶେବିଦ୍ୟାଳର ଫାର୍ମ ହାଉସରେ ଅନୁକୂଳ କରାଯାଇଛି। କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ କେଭି ସିଂହଦେଓ ସାମିଲ ଅଛନ୍ତି। ଆଜିଠୁ ପୁରୀରେ ଆରମ୍ଭ ହେବ ରଥ କାମ। ଅପରାହ୍ନ ୪ଟାରେ ହେବ ଆଜ୍ଞାମାଳ ବିଜେ ନୀତି। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମଦନ ମୋହନ।