ଆଜି ଗୁରୁବାର ଯୋଗୁଁ ଚଳଚଞ୍ଚଳ ଢେଙ୍କାନାଳ
ଢେଙ୍କାନାଳ: ଆଜି ଗୁରୁବାର ହୋଇଥିବାରୁ ଢେଙ୍କାନାଳ ସହରରେ ଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଭିଡ଼ ଦେଖିବାକୁ ମିଳିଛି। ସ୍ବତନ୍ତ୍ର ରୀତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା। ଆଜି ମାଆଙ୍କ ନିକଟରେ ଲାଗି ହେବ ଦହିପଖାଳ ଭୋଗ।