ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର

Nov 1, 2023 - 16:35
 9
ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର

ଭୁବନେଶ୍ୱର: ମାସ ଆରମ୍ଭରୁ ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଗ୍ୟାସ୍ ଦରରେ ୧୦୧.୫ ଟଙ୍କା ବୃଦ୍ଧି କରାଯାଇଛି। ଦିଲ୍ଲୀରେ ବର୍ଦ୍ଧିତ ଗ୍ୟାସ୍ ଦର ୧,୮୩୩ । ଗତ ମାସରେ ଦୁଇ ଥର ବଢ଼ିଲାଣି କମର୍ସିଆଲ ଗ୍ୟାସ୍ ଦର।