ବଦଳିଲା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ନାଁ

Nov 1, 2023 - 16:32
 11
ବଦଳିଲା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ନାଁ

ଭୁବନେଶ୍ୱର: ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ହେଲା ନୂଆ ନାଁ। ନାଁ ପରିବର୍ତ୍ତନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ସମାରୋହରେ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ହେଲା ମାଆ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ। କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଲକ୍ଷ୍ମୀ ବସ୍ ଯୋଜନା ଉଦ୍ଘାଟନ କଲି। ଓଡ଼ିଶାରେ ଚାଲିବ ହଜାରରୁ ଅଧିକ ବସ୍।