ମଦ ଦୋକାନରୁ ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ

Nov 2, 2023 - 09:01
 50

ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ରାମଦାସପୁରରେ ଥିବା ଏକ ମଦ ଦୋକାନରୁ ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ଅବକାରୀ ବିଭାଗ। ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକରେ ମଦ ବିକ୍ରି କରୁଥିବା ଅଭିଯୋଗ ପରେ ଚଢ଼ାଉ କରି ଜରିମାନା ଆଦାୟ କରିଛନ୍ତି ଅବକାରୀ ବିଭାଗର ଅଧିକାରୀମାନେ। ଦୋକାନକୁ ମଧ୍ୟ ସିଲ୍ କରାଯାଇଛି।