ବୃଦ୍ଧଙ୍କୁ ଦଳିଦେଲା ହାତୀ

Sep 20, 2023 - 10:11
 6
ବୃଦ୍ଧଙ୍କୁ ଦଳିଦେଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ବନଖଣ୍ଡ ବଶଲା ଗାଁରେ ଘଟିଛି ଏହି ଅଘଟଣ। କ୍ଷତିପୂରଣ ଦାବିରେ ଗାଁ ଛକରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ମହୀଧରପୁର- ବଦକେରାରେ ଯାତାୟାତ ବାଧା୍ରାପ୍ତ ହୋଇଛି।