ମଶା ବଂଶ ବୃଦ୍ଧି ରୋକିବାକୁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ମହାନଗର ନିଗମ

Aug 11, 2023 - 11:33
Aug 28, 2023 - 14:31
 2
ମଶା ବଂଶ ବୃଦ୍ଧି ରୋକିବାକୁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ଗତବର୍ଷ ଭଳି ଏବର୍ଷ ମଧ୍ୟ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଡ୍ରୋନ୍ ର ସାହାଯ୍ୟ ନେବ ଭୁବନେଶ୍ଵର ମହାନଗର ନିଗମ। ମଶାଙ୍କ ଉତ୍ପତି ସ୍ଥାନ ଗୁଡ଼ିକରେ ଡ୍ରୋନ୍ ଜରିଆରେ ରାସାୟନିକ ଛିଞ୍ଚନ କରାଯିବ। ନିଜ ଘର ଓ ଆଖପାଖ ଅଞ୍ଚଳ ସଫା ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ଅଗଷ୍ଟ ୧୫ ତାରିଖରୁ ଅମନିଆଙ୍କ ଠାରୁ ଫାଇନ୍ ଆଦାୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।