ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଲ୍ପ ବ୍ୟବସ୍ଥା
ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଶିକ୍ଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା କଲେ ରାଜ୍ୟ ସରକାର। ସ୍କୁଲ୍ ପରିସରରେ ଥିବା ଅଙ୍ଗନବାଡ଼ି କୁ ଦିଆଗଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ। ବାଲେଶ୍ୱର ଜିଲ୍ଲାର ସ୍କୁଲ୍ ଦାଇତ୍ୱ ନେଇ DSWOଙ୍କୁ ଚିଠି ଲେଖିଲେ ଦିଇଓ। ଯେଉଁ ସ୍କୁଲ୍ ପରିସରରେ ଅଙ୍ଗନବାଡ଼ି ଅଛି, ସେ ସ୍କୁଲ୍ କଥା ବୁଝିବାକୁ ଚିଠିରେ ଲେଖାଯାଇଛି।