ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ

Sep 9, 2023 - 16:49
 83
ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ହେବ ମହାପ୍ରଭୁ ଜଗନ୍ନାଥଙ୍କର ବଣଭୋଜି ବେଶ। ଏହି ବେଶରେ ଠାକୁରଙ୍କୁ ୧୮ ପ୍ରକାର ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଏ। ସର ଧାରଣ ସହ ଅନ୍ୟ ହସ୍ତରେ ନଉଡ଼ି ଧରନ୍ତି ଶ୍ରୀଜୀଉ। ଶ୍ରୀକୃଷ୍ଣ ଜନ୍ମନୀତି ଓ ନନ୍ଦ ଉତ୍ସବ ପରେ ଆଜିଠୁ ହେବ ବିଭିନ୍ନ ବେଶ।