କ୍ୟାପିଟାଲ ହସ୍ପିଟାଲ୍ ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଅଟେଣ୍ଡାଣ୍ଟ ବହିସ୍କୃତ
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍ ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଗାଇନିକ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ବହିସ୍କାର କଲେ ହସ୍ପିଟାଲ୍ ନିର୍ଦେଶକ। ଦାୟିତ୍ୱରେ ଅବହେଳା ପାଇଁ ବହିସ୍କୃତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି।