ପୁରୀରେ ମେଡିକାଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ

Aug 20, 2023 - 18:26
Aug 28, 2023 - 14:10
 4
ପୁରୀରେ ମେଡିକାଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ପୁରୀ: ଆଜି ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ ଆସିଛି | ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଙ୍କୁ କଲେଜରେ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ରାଗିଂ ନେଇ ମେରାଇନ୍ ଥାନାରେ ଅଭିଯୋଗ ହୋଇଛି | ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କ ନାଁରେ ଅଭିଯୋଗ ହୋଇଛି ।