ବୌଦ୍ଧରେ ଜଙ୍ଗଲରୁ ଦେଶୀ ବନ୍ଧୁକ ଜବତ ଓ ଶିକାରୀ ଗିରଫ

Sep 1, 2023 - 16:56
 33

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ସେକ୍ସନ ଦମରାଗାର୍ଡ ଜଙ୍ଗଲରୁ ଦେଶୀ ବନ୍ଧୁକ ଜବତ ହେବା ସହ ଜଣେ ବର୍ହା ଶିକାରୀ ଗରଫ ହୋଇଥିବା ଜଣାପଡ଼ିଛି। ବିଦ୍ୟୁତ୍ ତାର ବିଛାଇ ଶିକାର ପ୍ରସ୍ତୁତି ବେଳେ କାବୁ କଲେ ବନ ବିଭାଗ କର୍ମଚାରୀ। ପେଟ୍ରୋଲିଙ୍ଗ ବେଳେ ଶିକାରୀ ଗିରଫ ହୋଇଥିବା ସୂଚନା ମିଳିଛି।