ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଙ୍କ ଇସ୍ରୋ କୁ ଶୁଭେଚ୍ଛା ବାର୍ତ୍ତା
ଚନ୍ଦ୍ରଯାନ-୩ ର ସଫଳତା ରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଶୁଭେଚ୍ଛା ଜଣାଇନ୍ତି। ଏହା ସହ କହିଛନ୍ତି ଯେ "ଆମେ ଭାରତୀୟମାନେ ନିଃସନ୍ଦେହ ରେ ଏକ ଯୁଗ ସୃଷ୍ଟି କରୁଥିବା ମାଇଲଖୁଣ୍ଟ ହାସଲ କରିଛୁ |ସମଗ୍ର ବିଶ୍ୱରେ ଆଦର୍ଶ ଭାରତୀୟ ମହାକାଶ ଗବେଷଣା ଶକ୍ତି ପ୍ରଦର୍ଶନ ପାଇଁ ଇସ୍ରୋ ର ସମଗ୍ର ଦଳକୁ ଅଭିନନ୍ଦନ । ଏହି ଅବିଶ୍ୱସନୀୟ କୀର୍ତ୍ତି ଏବଂ ଏହା ସହ ଟିକେ ବ୍ୟକ୍ତିଗତ ଅନୁଭବ କରେ ଯେହେତୁ ଏହା ମୋ ପୁଅର ଜନ୍ମଦିନ ଅଟେ ଏବଂ ଏହା ତାଙ୍କ ପାଇଁ ସର୍ବୋତ୍ତମ ଉପହାର |"