ହ୍ୟୁମ୍ୟାନଟି ହୋଲ ଲାଇଫ ଫିଲୋସପି ୱାର୍ଲଡ ହ୍ୟୁମାନ ୱାନ ଫ୍ଯାମିଲି ଗ୍ରୁପ ରେ ଯୋଡ଼ିହେଲେ ଡ ନାରାୟଣ ମହାପାତ୍ର

Sep 5, 2023 - 14:05
 16
ହ୍ୟୁମ୍ୟାନଟି ହୋଲ ଲାଇଫ ଫିଲୋସପି ୱାର୍ଲଡ ହ୍ୟୁମାନ ୱାନ ଫ୍ଯାମିଲି ଗ୍ରୁପ ରେ ଯୋଡ଼ିହେଲେ ଡ ନାରାୟଣ ମହାପାତ୍ର

ଭୁବନେଶ୍ୱର: ଆନ୍ତର୍ଜାତୀୟ ହ୍ୟୁମାନଟେରିଆନ ଅନୁଷ୍ଠାନ ଓ ଇଣ୍ଟରନ୍ୟାସନାଲ ଚାରିଟି ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଅବସର ରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ ହ୍ୟୁମ୍ୟାନଟି ହୋଲ ଲାଇଫ ଫିଲୋସପି ୱାର୍ଲଡ ହ୍ୟୁମାନ ୱାନ ଫ୍ଯାମିଲି ଗ୍ରୁପ ରେ ନେଇଛନ୍ତି। ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ସମୟ ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି। କିଛି ଲୋକ ହୁଏତ ଅନ୍ୟ କୁ ଶିଖାଇ ଆପଣଙ୍କୁ ଖରାପ କହି ପାରନ୍ତି, କିନ୍ତୁ ଇଶ୍ୱର ଙ୍କ ଆଶୀର୍ବାଦ ରୁ ଜଦି କିଛି ପାଇବାର ଅଛି ତାକୁ ଅଟକେଇ ପାରିବେ ନାହିଁ, ଏହା ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ,ଏହି ଅବସରରେ ଆମେ ଇଶ୍ୱର ଙ୍କୁ ହୃଦୟ ରୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଓ ତାଙ୍କ ଚରଣ ରେ କୋଟି କୋଟି ପ୍ରଣାମ କରୁଅଛୁ, ଏହି ଆନ୍ତର୍ଜାତୀୟ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବା ଦଜଣାଉଛୁ ବୋଲି କହିଛନ୍ତି ଡ ମହାପାତ୍ର।