ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

Sep 5, 2023 - 13:59
 8
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ର ଉପକୂଳସ୍ଥ ସମୂଦ୍ର ମଧ୍ୟରେ ସୃଷ୍ଟି ହୋଇଛି ଲଘୁଚାପ। ବାୟୁମଣ୍ଡଳରେ ୯.୬ କିମି ଯାଏଁ ବ୍ୟାପି ରହିଛି ଘୁର୍ଣ୍ଣିବଲୟ।