ଭୁବନେଶ୍ୱର ବମିଖାଲ ଦୁର୍ଗା ପୂଜା ମଣ୍ଡପରେ ଲୁଟ୍

Oct 22, 2023 - 10:38
 8
ଭୁବନେଶ୍ୱର ବମିଖାଲ ଦୁର୍ଗା ପୂଜା ମଣ୍ଡପରେ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଦୁର୍ଗା ପୂଜା ମଣ୍ଡପରେ ୪ ଜଣ ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯୟୀ, ୪ଟି ସୁନା ଚେନ୍ ଲୁଟ୍ ହୋଇଥବା ଜଣାପଡ଼ିଛି। ସିସିଟିଭି ଆଧାରରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।