ଦୁର୍ଘଟଣାରେ ଜଳିଗଲା ୩ଟି ଗାଡ଼ି

Jan 29, 2024 - 16:35
 37

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୧୪୯ ନିକଟ ଟୋଲ୍ ଗେଟ୍ ରେ ଟ୍ରଲର - ଟ୍ରକ୍ - ପିକ୍ ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ଜଳିଯାଇଛି ୩ଟି ଗାଡ଼ି। ନିଆଁକୁ ଆୟତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ। ପିକ୍ ଅପ୍ ଭ୍ୟନ୍ ଡ୍ରାଇଭର ଓ ଟୋଲ୍ ଗେଟ୍ କର୍ମଚାରୀ ଆହତ ହୋଇଛନ୍ତି।