ଗଛରେ ପିଟି ହେଲା ଟୁରିଷ୍ଟ ବସ୍; ୮ ଜଣ ଆହତ

Jul 22, 2024 - 18:57
 9

କୋଣାର୍କ: ପୁରୀ ଜିଲ୍ଲାରେ ଏକ ଗଛରେ ପିଟି ହେଲା ଟୁରିଷ୍ଟ ବସ୍। ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍‌ ଖାଲକଟାପାଟଣାରେ ଘଟିଛି ଏହି ଦୁର୍ଘଟଣା । ୮ ଆହତ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେମାନେ ଛତିଶଗଡ଼ରୁ ଆସିଥିଲେ।