ଆଜିଠୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ଲୋକେ

Jan 29, 2024 - 16:47
 80

ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ଲୋକେ। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ପର୍ଯ୍ୟାୟ କ୍ରମେ ଆସିବେ। ପ୍ରଥମେ ଗଞ୍ଜାମ, ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିବେ ଶ୍ରଦ୍ଧାଳୁ। ପରିକ୍ରମା ପ୍ରକଳ୍ପ ବୁଲା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।