ଭୁବନେଶ୍ବରରୁ ଯୁବକଙ୍କୁ ଅପହରଣ

Oct 17, 2023 - 21:08
 7
ଭୁବନେଶ୍ବରରୁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଡ଼ ଅଞ୍ଚଳ ରେ ଥିବା ଏସ୍ପ୍ଲାନେଡ୍ ମଲ୍ ନିକଟରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ର ପ୍ରିୟବ୍ରତ ସାହୁ। ତାଙ୍କ ପରିବାର ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ କରାଯାଇଛି। ସୂଚନା ଅନୁଯାୟୀ ଏକ କଳା କାର୍ ରେ ଆସି ୬ ରୁ ୭ ଜଣ ବ୍ୟକ୍ତି ପ୍ରିୟବ୍ରତଙ୍କୁ ଅପହରଣ କରି ନେଇଛନ୍ତି।