ସୁନ୍ଦରଗଡ଼ରେ ଘରୋଇ ବସ୍କୁ ୧ ଲକ୍ଷ ୨୨ ହଜାର ଜୋରିମାନା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଘରୋଇ ବସ୍କୁ ୧ ଲକ୍ଷ ୨୨ ହଜାର ଜୋରିମାନା ହୋଇଛି। ପରିମିଟ୍ ଓ ଫିଟନେସ ନଥିବାକୁ ଫାଇନ୍ କରାଯାଇଛି। ଇନସୁରାନ୍ସ, ଟ୍ୟାକ୍ସ ଓ ଡ୍ରାଇଭରଙ୍କ ଲାଇସେନ୍ସ ନଥିବା ଯୋଗୁଁ ବସ୍ କୁ ଜବତ କଲା ପରିବହନ ବିଭାଗ। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରୁ ପିଲାଙ୍କୁ ନେଇଯାଉଥିବା ବେଳେ ସ୍କୁଲ୍ ବସ୍ ଯାଞ୍ଚ କରାଯାଉଛି।