ଓଡ଼ିଶା ରେ ଓ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସଂଜମତା ରକ୍ଷା କରି ଦୂର୍ଗା ପୂଜା କରିଥିବା ବିଭିନ୍ନ ଅନୁଷ୍ଠାନ ବେଷ୍ଟ ଡିସିପ୍ଲିନ ପୁଜା କମିଟି ଭାବେ ସମ୍ଵର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶା ରେ ନିଉଜ ପୋର୍ଟାଲ ଓ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ର କିଛି ଦୂର୍ଗା ପୂଜା ଅନୁଷ୍ଠାନ କୁ ଶାରଦୀୟ ଶୁଭେଚ୍ଛା । ଓଡ଼ିଶା ରେ ଓ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ସଂଜମତା ରକ୍ଷା କରି ଦୂର୍ଗା ପୂଜା କରିଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ବେଷ୍ଟ ଡିସିପ୍ଲିନ ପୁଜା କମିଟି ଭାବେ ସମ୍ଵର୍ଦ୍ଧିତ କରାଯାଇଛି। ବରମୁଣ୍ଡା ଦୂର୍ଗା ପୂଜା, ଓଲ୍ଡ ଷ୍ଟେସନ ବଜାର, ଝାରପଡ଼ା, ଟ୍ରାଫିକ୍ ଛକ ଦୂର୍ଗା ପୁଜା, କଳିଙ୍ଗ ଦୂର୍ଗା ପୂଜା, ପ୍ରଶାନ୍ତି ବିହାର ଦୁର୍ଗା ପୂଜା,ରଘୁନାଥପୁର ମା ଶିଖରଚଣ୍ଡୀ ମନ୍ଦିର, ବାଣୀବିହାର ଦୂର୍ଗା ପୂଜା, ଓଲ୍ଡ ଏଜି କଲୋନୀ ଦୂର୍ଗା ପୂଜା, ବମିଖାଲ, ସହିଦ ନଗର ଦୂର୍ଗା ପୂଜା, ବଡ଼ଗଡ଼ ଦୂର୍ଗା ପୂଜା, ନୟାପଲ୍ଲୀ ଓ ରସୁଲଗଡ଼ ଦୂର୍ଗା ପୂଜା କମିଟିଙ୍କୁ ସମ୍ବଦ୍ଧିତ କରାଯାଇଛି ।