ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

Oct 28, 2023 - 13:35
 12
ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ୩୮ଟି ମଣ୍ଡପରେ ପୂଜା ପାଇବେ ମାଆ ଗଜଲକ୍ଷ୍ମୀ। ୧୧ ଦିନ ଧରି ଚାଲିବ ମାଆ ଙ୍କ ପୂଜା। ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଦିନ ୨ଟା ସୁଦ୍ଧା ସରିବ ଆବାହନ ପୂଜା।