ଚଳନ୍ତା ଟ୍ରେନ୍ ରେ ନିଆଁ

Aug 1, 2024 - 19:33
 105
ଚଳନ୍ତା ଟ୍ରେନ୍ ରେ ନିଆଁ

ଭଦ୍ରକ: ଯାଜପୁର ଜିଲ୍ଲାରେ ସୁକିନ୍ଦାରେ ଏକ ଚଳନ୍ତା ମାଲବାହୀ ଟ୍ରେନ୍ ରେ ନିଆଁ ଲାଗିଥିବା ସୂଚନା। ଅନୁଗୁଳ ଜିଲ୍ଲା ତାଳଚେରରୁ ଭଦ୍ରକ ଜିଲ୍ଲା ଧାମରା ଯାଉଥିଲା କୋଇଲା ବୋଝେଇ ଟ୍ରେନ୍। ସୁକିନ୍ଦା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।