ଉଦଳା ତହସିଲଦାରଙ୍କୁ ଗାଡ଼ିକୁ ଆକ୍ରମଣ

Nov 11, 2023 - 17:02
 8

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ତହସିଲଦାରଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି। ଗାଡ଼ି ଚାଲକଙ୍କୁ ମଧ୍ୟ ଆକ୍ରମଣ ହେଇଥିବା ସୂଚନା ମିଳିଛି। ଉଦଳା ତହସିଲ ନୂଆଗାଁ ଅଞ୍ଚଳର ଘଟିଛି ଏହି ଘଟଣା। ଚଢ଼ାଉ ପାଇଁ ଯାଇଥିବା ବେଳେ ମାଫିଆ ଆକ୍ରମଣ କରିଥିବା ଜଣାପଡ଼ିଛି।