ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

Jan 12, 2024 - 16:55
 11

ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ସହରରେ ମୁତୟନ ହେବେ ୪୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ। ୨ଟି ପର୍ଯ୍ୟାୟରେ ହୋଇଛି ସୁରକ୍ଷା ବ୍ୟବସ୍ଥା। ସାରା ସହରରେ ହୋଇଛି ୫ ଥାକିଆ ସୁରକ୍ଷା ବ୍ୟବସ୍ଥା। ଫେସ୍ ରିଡିଂ କରିପାରୁଥିବା ୧୩୫ଟି ସିସିଟିଭି କ୍ୟାମେରା ଲାଗିବା ପାଇଁ ନିଆଯାଇଛି ନିଷ୍ପତ୍ତି।