ବରଗଡ଼ରେ ମାଓ ଶିବିର ଠାବ

Feb 25, 2024 - 23:48
 8

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳରେ ମାଓ ଶିବିର ଠାବ ହୋଇଛି। ଗନ୍ଧମାର୍ଦ୍ଦନ ପାହାଡ଼ରୁ ବହୁ ବିସ୍ଫୋରକ ସାମଗ୍ରୀ, ରେଡ଼ିଓ ଓ କାଗଜପତ୍ର ଜବତ କରିଛି ପୋଲିସ୍। ପୋଲିସ୍ ଗୁଳିରେ କିଛି ମାଓବାଦୀ ମୃତାହତ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ମୀନା।