ପୁରୀ ବରାହ ମନ୍ଦିରରୁ ଖସିଲା ପଥର

Mar 9, 2024 - 22:56
 8

ପୁରୀ: ପୁରୀ ବଡ଼ଦେଉଳକୁ ଲାଗିରହିଥିବା ବରାହ ମନ୍ଦିରରୁ ଖସିଲା ପଥର। ଏହି ୫ ଇଞ୍ଚ ଓସାର ଓ ୧୦ ଇଞ୍ଚ ଲମ୍ବର ପଥର ଖସିବାରୁ ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଯାଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଏହି ଖବର ଦିଆଯାଇଛି।