ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳା ବାଘ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଞ୍ଜର ଗର୍ଜନ ପାହାଡ଼ ଜଙ୍ଗଲରେ ଠାବ ହେଲା ବିରଳ କଳା ବାଘ । ବନ ବିଭାଗ କ୍ୟାମେରାରେ ଏହା ଦେଖିବାକୁ ମିଳିଛି। ପୂର୍ବରୁ ୨୦୧୮ରେ ଠାବ ହୋଇଥିଲା ଏହି କଳା ବାଘ। ୬ ବର୍ଷ ପରେ ପୁଣି କ୍ୟାମେରାରେ ଠାବ ହୋଇଥିବା ସୂଚନା ମିଳିଛି।