ରାସ୍ତା ପାର୍ ହେବା ବେଳେ ଧକ୍କା ଦେଲା କାର୍; ଝିଅ ମୃତ, ବାପା ଓ ପୁଅ ଗୁରୁତର
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗଣ୍ଡାପଲ୍ଲୀ ଗାଁରେ ରାସ୍ତା ପାର୍ ହେବା ବେଳେ ୩ ଜଣଙ୍କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ଝିଅ ମୃତ, ବାପା ଓ ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ବିବାହ ଭୋଜିରେ ଯୋଗଦେବାକୁ ଯିବାବେଳେ ଘଟିଛି ଏହି ଘଟଣା।