ମଦ୍ୟପ ଚାଳକଙ୍କ ଠାରୁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରୁ ଜବତ ହେଲା ଦାମୀ ଗାଡ଼ି
ଭୁବନେଶ୍ଵର: ମଦ୍ୟପ ଚାଳକଙ୍କ ଠାରୁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରୁ ଏକାଧିକ ଦାମୀ ଗାଡ଼ି ଜବତ କରିଛି କମିଶନରେଟ୍ ପୋଲିସ୍। ପୋର୍ସେ, ବି ଏମ୍ ଦବ୍ଲ୍ୟୁ, ରେଞ୍ଜ ରୋଭର୍ ଓ ମର୍ସଡିଜ୍ ଭଳି ଗାଡ଼ି ଜବତ କରାଯାଇଛି। ଗତକାଲି ବିଭିନ୍ନ ସ୍ଥାନରୁ ୩୦ଟି ଗାଡ଼ି ଜବତ କରିଛି ପୋଲିସ୍।