ମଝି ଚିଲିକାରେ ଫସିଲା ଡଙ୍ଗା

Jun 16, 2024 - 00:14
 12
ମଝି ଚିଲିକାରେ ଫସିଲା ଡଙ୍ଗା

ପୁରୀ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ପୁରୀ ଜିଲ୍ଲା ମଏଁସା ନିକଟ ଚିଲିକାରେ ୨୦ ରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ଡଙ୍ଗା ଫସିଥିବା ସୂଚନା। ଜହ୍ନିକୁଦା ଘଟପେଣ୍ଠରୁ ସାତପଡ଼ା ଯାଉଥିଲା ଡଙ୍ଗା।