ଭୁବନେଶ୍ବରରେ କୋରିଅର ସଂସ୍ଥା କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି

Aug 19, 2024 - 21:35
 9

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଥିବା ଏକ କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିନେଲେ ୫ ଲକ୍ଷ ଟଙ୍କା। ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ ଡକାୟତି ହୋଇଥିବା ଜଣାପଡ଼ିଛି।