ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ

Sep 10, 2024 - 13:22
 100

ରାଉରକେଲା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ରେଞ୍ଜ ନୁଆଁଗାଁରେ ଘଟିଛି ଏହି ଅଘଟଣ। ଇଟାଭାଟିକୁ ବେଆଇନ୍ ଭାବେ ଯାଇଥିଲା ବିଦ୍ୟୁ ତତାର ।

ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।