ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ

ଭୁବନେଶ୍ୱର: କଳାହାଣ୍ଡିର ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ଦେହାନ୍ତ ଘଟିଛି। ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି। କେସିଙ୍ଗା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେସିଙ୍ଗା ଓ ନର୍ଲାରୁ ବିଧାୟକ ହୋଇଥିଲେ। ରାଜ୍ୟସଭା ସାଂସଦ ମଧ୍ୟ ଥିଲେ ଧନେଶ୍ବର।