ଭୁବନେଶ୍ବରରେ ମନ୍ଦିରରୁ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ଥିବା ଶିବ ମନ୍ଦିରରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ନିଜ ପୁଅ ସହିତ ମନ୍ଦିରକୁ ଆସିଥିଲେ ଲକ୍ଷ୍ମୀପ୍ରିୟା ପତି। ମନ୍ଦିରରେ ଭିଡ଼ର ସୁଯୋଗ ନେଇ ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ।