ଜଟଣୀ ବଜାରରେ ଅଗ୍ନିକାଣ୍ଡ

Nov 15, 2024 - 22:05
 20

ଜଟଣୀ: ଖୋର୍ଦ୍ଧା ଜଟଣୀର ରାଜା ବଜାରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନକାଣ୍ଡ ଯୋଗୁଁ ଜଳିଗଲା ଲୁଗା ଦୋକାନ। ଶ୍ୱାସରୁଦ୍ଧ ହୋଇ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା। 

ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।