ଆଜି ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାରେ ୮ ଘଣ୍ଟିଆ ବନ୍ଦ ପାଳନ କରୁଛି ହିନ୍ଦୁ ସୁରକ୍ଷା ସମିତି । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମିତିର ସଦସ୍ୟ। ବହୁ ସ୍ଥାନରେ ଦୋକାନ ବଜାର ରହିଛି।