ଅଟୋ ଓଲଟି ୧୦ ଗୁରୁତର

Jan 14, 2025 - 23:08
 5

ଆସିକା: ଯାତ୍ରୀବାହୀ ଅଟୋ ଓଲଟି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ବୁଡ଼ ତୋଟା ନିକଟରେ ଓଲଟିଲା ଅଟୋ। ସମସ୍ତ ଆହତ ହେଙ୍ଗାଡ଼ି ଗାଁର ହୋଇଥିବା ସୂଚନା। ଋଷିକୂଲ୍ୟାରେ ବୁଡ଼ ପକାଇବାକୁ ଯିବାବେଳେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କ ମଧ୍ୟରେ ଥିବା ଗୁରୁତରଙ୍କୁ ଏମ୍ କେ ସି ଜି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।