ମୋ ବସ୍‌ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା: ୨ ଲକ୍ଷ କ୍ଷତିପୂରଣ

Feb 4, 2025 - 20:26
 37

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍‌ ଧକ୍କାରେ ମୃତ୍ୟୁ ୧୨ ବର୍ଷର ଝିଅର ମୃତ୍ୟୁ ଘଟଣାରେ CRUT ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଇଛି। କ୍ଷତିପୂରଣ ଘୋଷଣା ହେବା ପରେ ରାସ୍ତାରୋକ ହଟିଛି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ବୀକାର କଲେ କର୍ତ୍ତୃପକ୍ଷ।