ନିଜକୁ ଜାଳିଦେଲା ନାବାଳକ
କଟକ: ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ। କଟକ ଜିଲ୍ଲା ପୁରୀଘାଟ ଥାନା ମଠସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ପଶ୍ଚିମବଂଗ ଅଞ୍ଚଳର ୧୭ ବର୍ଷୀୟ ବାଳକ। ମଠସାହି ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
fingerprint news b... Feb 21, 2025 144
fingerprint news b... Nov 20, 2024 114
fingerprint news b... Oct 5, 2024 118
fingerprint news b... Mar 13, 2025 110
fingerprint news b... Jan 10, 2025 112
Join our subscribers list to get the latest news, updates and special offers directly in your inbox