କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି। ଓଡ଼ିଶା ବିଧାନସଭା ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଜାଣନ୍ତୁ ବିଧାନସଭା ପାଇଁ କିଏ କେଉଁଠି ଲଢିବେ ? ପଦ୍ମପୁର- ଟଙ୍କଧର ସାହୁ ବିଜେପୁର- କିଶୋର ଦଫାଦାର ବରଗଡ଼- ନିପନ ଦାସ ଭଟଲୀ- ବ୍ରହ୍ମା ମହାକୁଡ଼ ବ୍ରଜରାଜନଗର- କିଶୋର ପଟେଲ ତଳସରା- ପ୍ରବୋଧ ତିର୍କୀ ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ ରଘୁନାଥପାଲୀ- ଗୋପାଳ ଦାସ ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ ରାଜଗାଙ୍ଗପୁର- ରାଜନ ଏକ୍କା ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର ପାଟଣାଗଡ଼- ଅନୀଲ ମେହେର ବଲାଙ୍ଗିର- ସମରେନ୍ଦ୍ର ମିଶ୍ର କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା ଉମରକୋଟ- ସନରାଜ ଗଣ୍ଡ ଝରିଗାଁ- ହାରାବତୀ ଗଣ୍ଡ ନବରଙ୍ଗପୁର- ଦିଲୀପ ପ୍ରଧାନୀ ଡାବୁଗାଁ- ଲିପିକା ମାଝୀ ଲାଞ୍ଜିଗଡ଼- ବଳଭଦ୍ର ମାଝୀ ଜୁନାଗଡ଼- ତୁଳେଶ୍ବର ନାଏକ ଧର୍ମଗଡ଼- ରଶ୍ମୀରେଖା ରାଉତ ଭବାନୀପାଟଣା- ସାଗର ଦାସ ନର୍ଲା- ଭକ୍ତ ଚରଣ ଦାସ ବାଲିଗୁଡ଼ା- ସୁରଦ ପ୍ରଧାନ ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ ଫୁଲବାଣୀ- ପ୍ରତିଭା କହଁର କଣ୍ଟାମାଳ- ମନୋଜ ଆଚାର୍ଯ୍ୟ ବୌଦ୍ଧ- ନବ ମିଶ୍ର ଭଂଜନଗର- ପ୍ରଶାନ୍ତ ବିଷୋୟୀ ପୋଲସରା- ଅଗସ୍ତୀ ବରଦା କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ ସୋରଡ଼ା- ହରିକ୍ରିଷ୍ଣା ରଥ ଲୋକସଭା ଆସନ: କିଏ କେଉଁଠି ଲଢିବେ ? ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ ବଲାଙ୍ଗୀର- ମନୋଜ ମିଶ୍ର କଳାହାଣ୍ଡି- ଦ୍ରୌପଦୀ ମାଝୀ ନବରଙ୍ଗପୁର- ଭୁଜବଳ ମାଝୀ କନ୍ଧମାଳ- ଅମୀର ଚନ୍ଦ୍ର ନାୟକ ବ୍ରହ୍ମପୁର- ରଶ୍ମୀ ରଞ୍ଜନ ପଟ୍ଟନାୟକ କୋରାପୁଟ- ସପ୍ତଗିରି ଉଲ୍ଲାକା ବରଗଡ଼- ସଞ୍ଜୟ ଭୋଇ