ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଚାଷୀଙ୍କୁ ପ୍ରଥମ ଉପହାର ଦେଲେ ମୋଦି

Jun 10, 2024 - 21:43
 10
ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଚାଷୀଙ୍କୁ ପ୍ରଥମ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ଚାଷୀଙ୍କୁ ପ୍ରଥମ ଉପହାର ଦେଲେ ନରେନ୍ଦ୍ର ମୋଦି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା। ୯.୩ କୋଟି ଚାଷୀଙ୍କୁ ମିଳିବ ୨୦ ହଜାର କୋଟି ଟଙ୍କା। ପିଏମ୍ କିଷାନ ନିଧିର ୧୭ ତମ କିସ୍ତି ପାଇଁ ଦସ୍ତଖତ କଲେ ମୋଦି।