ନୂଆପଡ଼ାରେ ବାଘ ଆତଙ୍କ

Nov 4, 2023 - 17:59
 7

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୋଦାପାଲି ଗାଁରେ ଜଣେ ସାତ ବର୍ଷର ପିଲାକୁ ବାଘ ଆକ୍ରମଣ କରିଥିବା ଜଣାପଡ଼ିଛି। କଲରାପତରିଆ ବାଘ ଆକ୍ରମଣରେ ପିଲାଟି ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି। କାଲି ସିଲିଆରି ଗାଁର ମହିଳାଙ୍କୁ ଆକ୍ରମଣ ହୋଇଥିଲା।